Tel: 061 261 57 67
Warenkorb
Ihr Warenkorb ist leer.
Gesamt
0,00 CHF

Skanda Purana Sankhipta Sara

Angebote / Angebote:

ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀକ୍ଷେତ୍ର ଧାମ ସମ୍ବନ୍ଧେ ସ୍କନ୍ଦ ପୁରାଣ ବୈଷ୍ଣବଖଣ୍ଡ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ (ଉକ୍ରଳ ଖଣ୍ଡ)ରେ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଅଛି । ମହର୍ଷି ବେଦବ୍ୟାସଙ୍କ ରଚିତ ଅଷ୍ଟାଦଶ ପୁରାଣ ସମୂହ ମଧ୍ୟରେ ସ୍କନ୍ଦ ପୁରାଣ ହେଉଛି ସବୁଠାରୁ ବିଶାଳକାୟ ପୁରାଣ, ଯେଉଁଥିରେ କି ଭାରତବର୍ଷର ପବିତ୍ର ଓ ପ୍ରାଚୀନ ତୀର୍ଥସ୍ଥଳମାନଙ୍କର ମହିମା ବର୍ଣ୍ଣନା କରାଯାଇଅଛି । ସଂସ୍କୃତ ଭାଷାରେ ବିରଚିତ ୩୮୬୩ ଶ୍ଳୋକ ସମାହିତ ଏହି ମୂଳ ପୁରାଣର ଗଦ୍ୟରୂପ ରଚନା କରିଛନ୍ତି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ I ଆଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ରଚିତ ପ୍ରାଚୀନ ସ୍କନ୍ଦ ପୁରାଣର ସଂକ୍ଷିପ୍ତ ସାର (ଗଦ୍ୟରୂପ), ଓଡ଼ିଶାର ସବୁ ଶ୍ରେଣୀର ପାଠକ ପାଠିକା ମାନଙ୍କର ଶ୍ରଦ୍ଧା ଲାଭ କରିବ ।
Folgt in ca. 15 Arbeitstagen

Preis

21,50 CHF